ଗଣମାଧ୍ୟମ ନାଁରେ ମାଳମାଳ ଲୁଟେରା : ସାମ୍ବାଦିକଙ୍କ ନାମରେ କଳଙ୍କ

ଭୁବନେଶ୍ବର : ୱେବ୍‌ ପୋର୍ଟାଲ୍‌ର ନାଁ ଲାଇଭ୍‌ କଳିଙ୍ଗ ନିଉଜ୍‌(ଏଲ୍‌କେଏନ୍‌)। ପୁଣି ଆକର୍ଷଣୀୟ ଟ୍ୟାଗ୍‌ ଲାଇନ୍‌ ‘ବିଶ୍ବାସ ଓଡ଼ିଶାର’। ତେବେ ଏଇଟି ଥିଲା କେବଳ ଖୋଳପା। ଭିତରେ ଥିଲା ଭୟଙ୍କର କଳଙ୍କିତ ଚରିତ୍ର। ଗଣମାଧ୍ୟମକୁ ଢ଼ାଲ କରି ଚାଲିଥିଲା ଲୁଟ୍‌ତରାଜ। ସାଧରରଣ ଲୋକଙ୍କ ବିଶ୍ବାସ ନାଁରେ ଚାଲିଥିଲା ଅବିଶ୍ବସନୀୟ ଭୟଙ୍କର କାଣ୍ଡ। ଷ୍ଟୁଡିଓ ପାଲଟିଥିଲା ଲୁଟେରାଙ୍କ ଆଡ଼ା। ଅପହରଣ କରି ଦାଦାବଟି ଆଦାୟ କରାଯାଉଥିଲା। ବଟି ଆଦାୟ ପାଇଁ ଅପହୃତଙ୍କ … Continue reading ଗଣମାଧ୍ୟମ ନାଁରେ ମାଳମାଳ ଲୁଟେରା : ସାମ୍ବାଦିକଙ୍କ ନାମରେ କଳଙ୍କ